କିଟିକିଟା
କିଟିକିଟା —
ଉଚ୍ଚାରଣ: kiṭikiṭā
ଦେ. ବି —
୧: ଝୋଟ ଦଉଡ଼ି ଓ ବାଉଁଶ ସାହାଯ୍ୟରେ କାନ୍ଥ ବାଡ଼ ବା ଚାଳର କାମଡ଼ା ବତା ଦ୍ବୟକୁ ଭିଡ଼ିବାର ଯନ୍ତ୍ର; କଟକଟି — ୧. Contrivance consisting of a stout but small stick and a string of hemp used
to twist up the bamboos lightly on both sides of a thatch or wall-frame.
୨: ଗୋଡ଼ ବା ହାତର ହୁଗୁଳା ହୋଇଥିବା ମୁଦି ଆଙ୍ଗୁଠିରୁ ଗଳି ନ ପଡ଼ିବା ସକାଶେ ମୁଦି ଆଗରେ ଦିଆଯିବା କସ୍ ଅଗୁଆ — ୨. A tight ring put before a loose one on a finger to prevent the latter to slip out.
୩: କିଟିକିରା (ଦେଖ) ୩. Kiṭikirā (See)
ଦେ. ବିଣ —
କିଟ୍କିଟା (ଦେଖ) kiṭkiṭā (see)