ଶବ୍ଦାର୍ଥ:
କିଆଭେଡ଼ା — ଉଚ୍ଚାରଣ: Kiābheṟḍ̠ā
ଦେ. ବି —
କିଆରି ଆଦିର ସୀମାରେ ଦିଆ ଯାଇଥିବା ମାଟିର ଚଉଡ଼ା ହିଡ଼, ୟହିଁ ଉପରେ କିଆ ଗଛ ଲଗାଯାଇ ଥାଏ — A broad ridge of earth planted with Kiā bush.