କିଆତି
କିଆତି —
ଉଚ୍ଚାରଣ: Kiāti
কেমন
कैसा
ଗ୍ରା. ବିଣ. (ସଂ. କିମ୍ ଓ ଜାତି) —
୧: କି ପ୍ରକାରର — ୧. Of what kind.
୨: କେଉଁ ଶ୍ରେଣୀର —୨. Of what class.
ଦେ. କ୍ରି. ବିଣ —
କି ପ୍ରକାରେ; କିପରି — How; in what way or manner.
କିଅତି? ମଗୁଶିର ମାସେ ନୂଆ ଗୁଡ଼ ଖାଇ କଣ୍ଡୁ କୁଣ୍ଡେଇଲେ ୟିଆଦି ଢଗ
[ଦ୍ର—ତୁଳ. ଇଆତି=ଏପରି; ୟିଆତି=ଯେପରି; ସିଆତି= ସେପରି]