ଶବ୍ଦାର୍ଥ:
କିଆଁ — ଉଚ୍ଚାରଣ: Kiāñ কেন केयाँ
ଦେ. ଅ. (ସଂ. ବିଂ) —
କାହିଁପାଇଁ; କାହିଁକି — Why; wherefore.
ପୁରୋହିତ ବୋଇଲେ କର୍ମ କଲାବେଳେ ହାସିଲ କିଆଁ ମୋତେ ଦେଖି ତୁମ୍ଭେ ଡ଼ୋଲେ କୃଷ୍ଣସିଂହ ମହାଭାରତ. ଶାନ୍ତି