ଶବ୍ଦାର୍ଥ:
କାହିଁକି — ଉଚ୍ଚାରଣ: Kāhiñki কেন काहेको
ଦେ. ଅ. —
କି ନିମନ୍ତେ; କିପାଇଁ; କେଉଁ କାରଣରୁ — Why; what for; wherefore.
ପ୍ରାଦେ. (ଗଡ଼ଜାତ) ଅ —
କେଉଁଠାକୁ — To what place.