କାହାର
କାହାର —
ଉଚ୍ଚାରଣ: Kāhāra
কাহার
किसका
ଦେ. ସର୍ବନାମ —
କାହା ୧: (ଦେଖ) Kāhā ୧ (See)
ପ୍ରାଦେ. ବି. (ସଂ. ସ୍କନ୍ଧଧାର) —
୧: (ସିଂହଭୂମ) ଗଉଡ଼ ଜାତି — ୧. The cowherd caste.
୨: (ସମ୍ବଲପୁର; ବିହାର) ବି— ସବାରି ଓ ଭାର ବହିବା ଜାତି; ଭାରବାହକ — ୨. A caste of palki bearers.
ଅନ୍ଧାର ରାତି, କାହାର ଜାତି ସମ୍ବଲପୁର. ଢଗ
୩: (ବସ୍ତର) ବି—ରୋହୀ ମାଛ — ୩. A kind of fish.