ଶବ୍ଦାର୍ଥ:
କାଶ୍ମୀରୀକିଲାଟ୍ — ଉଚ୍ଚାରଣ: Kāṡmīrīkilāt কশ্মীরাকিলাট कशमीरीकिलाट
ଦେ. ବି—(ସଂ. କାଶ୍ମୀରୀ+ଇଂ. କ୍ଲଥ୍) —
କାଶ୍ମୀର ଦେଶରେ ପ୍ରସ୍ତୁତ ଏକ ପ୍ରକାର ମୋଟା ପଶମୀ କନା —A coarse wollen stuff or course cloth manufactuered in kashmere.