ଶବ୍ଦାର୍ଥ:

କାଶୁଆ
ଉଚ୍ଚାରଣ: Kāṡuā
কেশো खोखोया; खाँसुआ

ତେ. ବିଣ. ପୁଂ (ସଂ. କାଶ)— କାଶ ରୋଗଗ୍ରସ୍ତ(ପୁରୁଷ); ଯେ ସବୁବେଳେ କାସୁଥାଏ —(a male) Suffering from caugh;always caughing.

(କାଶେଈ; କାଶୋଈ—ସ୍ତ୍ରୀ)

ପ୍ରାଦେ —

୧: (ବାଲେଶ୍ବର) ବି— ଗୋଖାମାନଙ୍କ ବ୍ୟବହୃତ ଲମ୍ବ ଜାଲର ମୁଠି —୧. A roll of fishing nets used by the Gokhā fisherman of Balasore.

୨: (ଗଡ଼ଜାତ) ବି— ପର୍ବତିଆ ବୋଡ଼ା ସାପ — ୨. The viper snake live in the hills.