ଶବ୍ଦାର୍ଥ:
କାଶିବା — ଉଚ୍ଚାରଣ: Kāṡibā কাশা धसकना,खाँसना
ଦେ.କ୍ରି. (ସଂ. କାଶ) —
କଣ୍ଠନାଳୀରୁ ଶ୍ଳେଷ୍ମା ବା ଖଙ୍କାର ବାହାର କରିବା ପାଇଁ ଶବ୍ଦ କରିବା; କାସିବା — To cough.