ଶବ୍ଦାର୍ଥ:
କାଳିବାସି — ଉଚ୍ଚାରଣ: Kāḻibāsi
ଦେ. ବି. (ସହଚର) —
ଦୋକାନୀଠାରୁ ଉଧାରରେ ସଉଦା ପତ୍ର ନେବାଆଣିବା —Credit transactions of commodities from a grocer.
ଦେ. ବିଣ —
ଧାର ଉଧାରରେ ବିକାକିଣା ହୋଇଥିବା — Purchased or sold on credit.