ଶବ୍ଦାର୍ଥ:

କାଳା
ଉଚ୍ଚାରଣ: Kāḻā

ସଂ. ବି. (କାଳ+ଆ) —

୧: ନୀଳିନୀ; ନୀଳ କଳମ୍ବ ଲତା — ୧. A creeper; Ipomoes Hedecea.

୨: କୃଷ୍ଣତ୍ରି ବୃତ୍; କଳମ୍ବ ଜାତୀୟ କଳାତିହୁଡ଼ି ଲତା — ୨. Ipomoea Rurpethum (creeper).

୩: ମଞ୍ଜିଷ୍ଠା; ମଞ୍ଜୁଆତି ଲତା — ୩. Indian madder; Rubia Cordifolia (creeper.)

୪: ଅଶ୍ବଗନ୍ଧା (ଗଛ) (ଦେଖ) ୪. Aṡwagandhā (tree) (See)

୫: ପାଟଳୀ (ଗଛ) (ଦେଖ) ୫. Pāṭaḻī (tree) (See)