ଶବ୍ଦାର୍ଥ:

କାଳକାଳକୁ
ଉଚ୍ଚାରଣ: Kāḻakāḻaku

ଦେ. ଅ —

ଚିରଦିନକୁ; ସବୁକାଳକୁ — For ever.

କଥା ରହିୟିବ କାଳକାଳକୁ—ଢଗ