ଶବ୍ଦାର୍ଥ:
କାର୍ଯ୍ୟାଧ୍ୟକ୍ଷ — ଉଚ୍ଚାରଣ: Kārj̄yādhyaksha
ସଂ. ବି.—(୬: ଷ୍ଠୀ ତତ୍; କାର୍ଯ୍ୟ+ଅଧ୍ୟକ୍ଷ) —
କୌଣସି କର୍ମ କରିବା ବ୍ୟକ୍ତିମାନଙ୍କ ଉପରେ ତନଖିବା ବ୍ୟକ୍ତି —Superintendent; head of a department.