ଶବ୍ଦାର୍ଥ:
କାର୍ୟ୍ୟ୍ୟକୁଶଳ — ଉଚ୍ଚାରଣ: Kārj̄yakusaḻa (କାର୍ୟ୍ୟ୍ୟକୁଶଳତା—ସ୍ତ୍ରୀ)
(କାର୍ୟ୍ୟ୍ୟକୁଶଳତା—ବି)
ସଂ. ବିଣ. ପୁଂ. (୭: ମୀ ତତ୍; କାର୍ୟ୍ୟ୍ୟକୁଶଳ) —
କାର୍ୟ୍ୟ୍ୟଦକ୍ଷ; କର୍ମଠ — Expert; active; competent; skilful.