କାର୍ବଲିକ୍‌ସାବୁନ୍

ଶବ୍ଦାର୍ଥ:

କାର୍ବଲିକ୍‌ସାବୁନ୍
ଉଚ୍ଚାରଣ: Kārbaliksābun

ବୈଦେ. ବି. (ଇଂ. କାର୍ବଲିକ୍ ଓ ଫା. ସାବୁନ) —

କାର୍ବଲିକ୍ଏସିଡ଼ମିଶ୍ରିତ ସାବୁନ୍ — Carbolic soap.

[ଦ୍ର—ଏହା କାଛୁକୁଣ୍ଡିଆ ଓ ଚର୍ମରୋଗୀ ପକ୍ଷରେ ଉପକାରୀ]