ଶବ୍ଦାର୍ଥ:
କାରୁକାର୍ଯ୍ୟ — ଉଚ୍ଚାରଣ: Kārukārj̄
ସଂ. ବି.—(କାରୁ+ କାର୍ଯ୍ୟ) —
୧: ଶିଳ୍ପ — ୧. Artistic design or work.
୨: ସୂକ୍ଷ୍ମ ଶିଳ୍ପକର୍ମ —୨. A product of art; a work of art.
୩: ତାରକଶି କାମ —୩. Filigree work.