ଶବ୍ଦାର୍ଥ:
କାରାକୋରମ — ଉଚ୍ଚାରଣ: Kārākerama
ଦେ. ବି. (ନାମ) —
କାଶ୍ମୀରରାଜ୍ୟର ଉତ୍ତର ପଶ୍ଚିମ କୋଣରେ ଥିବା ହିମାଳୟର ଶାଖାବିଶେଷ — A range of hills near Kashmere; the Kārakorame range.
[ଦ୍ର—ଏହାର ଅନ୍ୟ ନାମ ମସ୍ତାଘ୍; ଏଥିରୁ ସିନ୍ଧୁ ନଦ ବାହାରିଅଛି]