କାରକ
କାରକ —
ଉଚ୍ଚାରଣ: Kāraka
ସଂ. ବିଣ. (କୃ ଧାତୁ+ କର୍ତ୍ତୃ. ଅକ) —
ଯେ କରେ ବା ଘଟାଏ; କାର୍ଯ୍ୟ କରୁଥିବା — (suffix to nouns) Making; acting; doing; causing; producing.
[ଦ୍ର—କରିବା ବା ଘଟାଇବା ଅର୍ଥରେ ଏହା ଅନ୍ୟ ବିଶେଷ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଲେ ବିଶିଷଣ ପଦ ନିଷ୍ପନ୍ନ ହୁଏ ଯଥା— ନିଦ୍ରାକାରକ, ସ୍ବପ୍ନକାରକ, କ୍ଷତିକାରକ, କଳହକାରକ]
ସଂ. ବି —
(ବ୍ୟାକରଣ) କ୍ରିୟାସହିତ ୟାହାର ଅନ୍ବୟ ହୁଏ — (grammar) Case of a noun in a sentence.
[ଦ୍ର—କାରକ ଛଅ ଗୋଟି, ଯଥା—କର୍ତ୍ତା, କର୍ମ, କରଣ, ସଂପ୍ରଦାନ, ଅପାଦାନ ଓ ଅଧିକରଣ, 'ସମ୍ବନ୍ଧ' କାରକର ଅନ୍ତର୍ଗତ ନୁହେଁ, ଏକ ପଦ]