ଶବ୍ଦାର୍ଥ:
କାୟା — ଉଚ୍ଚାରଣ: Kāyā কায়া काया
ଦେ. ବି. (ସଂ. କାୟ) —
ଶରୀର; ଦେହ — Body.
କିଭବେ ପୂର୍ବେ ବହୁବିଧେ କାୟା, ବାଚିକ ମନ ଶୁଦ୍ଦେ ଜଗନ୍ନାଥ.ଭାଗବତ