ଶବ୍ଦାର୍ଥ:
କାପୁ — ଉଚ୍ଚାରଣ: Kāpu
ପ୍ରାଦେ. (ସମ୍ବଲପୂର) ବିଣ. (ସଂ. କୁପୁତ୍ର, କାପୋତ= କୁତ୍ସିତ ଶିଶୁ) —
ଅଶିଷ୍ଟ; ଅଭଦ୍ର — Impolite; rude; unmannerly.