ଶବ୍ଦାର୍ଥ:
କାନ୍ଧଭେଣ୍ଡ଼ା — ଉଚ୍ଚାରଣ: Kāndhabheṇḍā
ପ୍ରାଦେ. (ଗଡ଼ଜାତ) ବି —
ନିର୍ବୁଦ୍ଧିଆ, ବଳୁଆ ଓ ହୃଷ୍ଟପୁଷ୍ଟ ଯୁବକ —A strong and stout young man without intelligence.