କାନ୍ତର
କାନ୍ତର —
ଉଚ୍ଚାରଣ: Kāntara
ଗ୍ରା. ଅ. (ସଂଖ୍ୟା ଓ ସମୟବାଚକ ବିଶେଷ୍ୟ ଶବ୍ଦ ପରେ ଲାଗେ; ସଂ. କିମ୍+ଚିତ୍) —
ପ୍ରାୟ —Nearly; about.
(ଯଥା—ମତେ ଟଙ୍କାଏ କାନ୍ତର ଉଧାର ଦିଅ)
ଗ୍ରା. ବିଣ —
କିମ୍ବା ତତ୍ପରିମିତ Or thereabouts.
(ଯଥା—ବର୍ତ୍ତମାନ ଅଧସେରେ କାନ୍ତର ଦୁଧ ହେଲେ ମୋ କାମ ଚଳି ୟାଆନ୍ତା)