ଶବ୍ଦାର୍ଥ:
କାନନାଉଳି — ଉଚ୍ଚାରଣ: Kānanāuḻi
ପ୍ରାଦେ. (ଗଡ଼ଜାତ) ବି —
ରାଜକୁମାରାଦିଙ୍କ କର୍ଣ୍ଣବେଧ ଉତ୍ସବ —The ear-boring ceremony of a Rājā's child.