କାଦମ୍ବରୀ
କାଦମ୍ବରୀ —
ଉଚ୍ଚାରଣ: Kādambarī
ସଂ. ବି. ପୁଂ. (କାଦମ୍ବର+ସ୍ତ୍ରୀ. ଈ) —
୧: ଏକପ୍ରକାର ମଦ୍ୟ; ଗୈଡ଼ୀ ମଦିରା — ୧. A kind of intoxicating liquor.
କାଦମ୍ବରୀ ପାନେ ଦେବା ସଦା ମତି ଭୋଳ—ସାରଳା. ମହାଭାରତ. ବିରାଟ
୨: ସରସ୍ବତୀ —୨. The Goddess of lerning.
୩: ପକ୍ଷିଣୀ —୩. A she-bird.
୪: ଶାରିକା —୪. The pied Myna bird; sturnopaster contra.
୫: ମାଇ କୋଇଲି —୫. She-cockoo.
୬: ମହାକବି ବାଣଭଟ୍ଟ ବିରଚିତ ପ୍ରସିଦ୍ଧ ସଂସ୍କୃତ ଗଦ୍ୟକାବ୍ୟ— ବିଶେଷ —୬. Name of a Sanscrit novel by Bāṇabhaṭṭa
[ଦ୍ର— ଏ ଗଦ୍ୟକାବ୍ୟର ନାୟିକାଙ୍କ ନାମ କାଦମ୍ବରୀ; ବାଣଭଟ୍ଟ ଏ ଗ୍ରନ୍ଥର କିୟଦଂଶ ରଚନା କରି ମୃତ ହେବାରୁ ତାଙ୍କ ପୁତ୍ର ଏ ଗ୍ରନ୍ଥ ସମାପ୍ତ କରିଥିଲେ—ଜ୍ଞାନେନ୍ଦ୍ର]