ଶବ୍ଦାର୍ଥ:
କାତେ — ଉଚ୍ଚାରଣ: kāte
ପ୍ରାଦେ (ବାଲେଶ୍ବର; ପୁରୀ) ଅ —
କେତେ — Some.
(ଯଥା—ଗୋଟାକାତେ;ଜଣେକାତେ)
ଦେ. ବି. ଓ ବିଣ —
ଏକ କାତ ଗଭୀର (ଜଳ) — One pole deep (water).