ଶବ୍ଦାର୍ଥ:
କାତାର ଦେବା — ଉଚ୍ଚାରଣ: Kātāra debā
ପ୍ରାଦେ. (ବାଲେଶ୍ବର) କ୍ରି —
ଦଳ ଦଳ ହୋଇ ଜମାହେବା —To gather in groups.
ଆଜୁଁ ଦେଖଣାହାରିମାନେ ମଫସଲରୁ ଆସି କଳରେ କାତାର ଦେଲେଣି ଫକୀରମୋହନ. ଗଳ୍ପସ୍ବଳ୍ପ