କାଣ୍ଡି
କାଣ୍ଡି —
ଉଚ୍ଚାରଣ: Kāṇḍi
কাঁড়ি
ढेर; आटाळ
ଦେ. ବି. (ସଂ.କାଣ୍ଡ) —
୧: ରାଶି; ସ୍ତୂପ; ଗଦା — ୧. Heap; pile.
୨: ପଣ୍ୟଦ୍ରବ୍ୟର ଭଣ୍ଡାର; ଗୋଦାମ; ଗଞ୍ଜ — ୨. Mart; godown; ware-house.
୩: ବେଦର ମନ୍ତ୍ରପ୍ରକାରଣ — ୩. A chapter or section of the Bedas.
ତା ହାରେ ହିଜମାନେ ବେଦ କାଣ୍ଡିଏ ଭାଷି ସାରଳାମହାଭାରତ. ଆଦ୍ୟ
୪: ଲୁଣର ଗଦାମ; ଲୁଣଗୋଲା —୪. A warehouse of salt; salt-golah.
୫: ଲଙ୍କାର ନଗରବିଶେଷ — ୫. Name of a city in Ceylon.
୬: ଗ୍ରମସ୍ଥ କ୍ଷୁଦ୍ର ଦୋକାନ — ୬. A small village-shop.
୭: ଶୂଦ୍ରଙ୍କ ବଂଶୋପାଧିବିଶେଷ —୭. A family title amongst Ṡuādras.
୮: ହାତୀଙ୍କ ତଳିପାରେ ହେବା ଏକପ୍ରକାର ରୋଗ — ୮. A kind of disease attacking the soles of elephant.
[ଦ୍ର—ଏଥିରେ ହାତୀର ତଳିପାରେ କଣା ହୋଇଯାଏ, ସେ କଣାରେ ଅଂଶେଇ ପଡ଼ନ୍ତି ଓ ହାତୀ ଚାଲିପାରେ ନାହିଁ]
ପ୍ରାଦେ. (ସିଂହଭୂମ) ବି. (ସଂ. କଣ୍ଡ ଧାତୁ=କାଣ୍ଡିବା; ତୁଳ. ହି. କାଣ୍ଡି) —
ଢ଼ିଙ୍କିମୁଣ୍ଡା ପଥର —The receptacle where grains etc. are put to be husked by a ḍhiṅiki.