ଶବ୍ଦାର୍ଥ:
କାଡ଼େ — ଉଚ୍ଚାରଣ: Kāṟḍ̠e
ପ୍ରାଦେ. (ବାଲେଶ୍ବର; ମେଦିନୀପୁର) —
୧: କୁଆଡ଼େ କେଉଁ ଆଡ଼େ —୧. Where.
୨: କେଉଁ ଆଡ଼କୁ — ୨. Were to.
୩: କେଉଁ ଦିଗକୁ —୩. To which direction.