କାଠୁଆ
କାଠୁଆ —
ଉଚ୍ଚାରଣ: Kāṭhuā
কাঠযা, কেঠো
कठौता, काठड़ा
ड़ाका ड़ोकिया
ଦେ. ବିଣ (ସଂ. କାଷ୍ଠ) —
୧: ଘନ; ବହଳିଆ — ୧. Thickened; frigid (said of liquids ecoming rozen.
୨: କାଠ ପରି ଟାଣୁଆ; ହାଡ଼ୁଆ —୨. Hard.
୩: ଅଳସୁଆ —୩. Idle; lazy; not prompt.
୪: କାଷ୍ଠନିର୍ମିତ —୪. Wooden; made of wood.
୫: ନିର୍ଦ୍ଦୟ; କଠିନହୃୟ; ନିଷ୍ଠୁର — ୫. Unfeeling; cruel.
୬: କାଠବ୍ୟବସାୟୀ —୬. Dealing in wood.
ତହିରେ ଚଲି ଜାଳି ମୁଁ କାଠୁଆଙ୍କର, ବରତନ ମଧ୍ୟ କରିବଇଁ ମୋହର କୃଷ୍ଣସିଂହ. ମହାଭାରତ. ବିରାଟ
ଦେ. ବି —
୧: କାଠ ନିର୍ମିତ ହଳଦି ଆଦି ରଖିବା ପାତ୍ର —୧. A wooden pot; small trough.
ପନ୍ଦରେ ଖଣ୍ଡ ସରିକି ନାଆ, ଗୁଡ଼ାଏ କାଠୁଆ ସନ ହେଲା ଫକୀରମୋହନ. ଗଳ୍ପସ୍ବଳ୍ପ
[ଦ୍ର—କାଠୁଆ ଡଙ୍ଗା ଖୁବ୍ ବଡ଼ ଗଛର ଗଣ୍ଡିକୁ ଖୋଜି କୋରଡ଼ କରି ତିଆରି କରାଯାଏ ଲମ୍ବ କାଠୁଆକୁ ସାପୁଆ ଓ ସାନ କାଠୁ ଆକୁ ହୁଲି ଡଙ୍ଗା କହନ୍ତି]
ପ୍ରାଦେ. (ଗଡ଼ଜାତ) ବି —
ବଡ଼ ଗଡ଼ିଶା ମାଛ — A kind of fresh water fish.
ପାଦେ. (ପୁରୀ) ବିଣ —
ଯେଉଁମାନେ ଜଗନ୍ନାଥଙ୍କ ଦେଉଳର ରୋଷଘରକୁ ଅନ୍ନଆଦି ରନ୍ଧାଯିବା ପାଇଁ ଜାଳଣି କାଠ ଯୋଗାନ୍ତି —(persons) Supplying fuel to the cookroom of the temple of Jagannath at Puri.