ଶବ୍ଦାର୍ଥ:
କାଠୀ — ଉଚ୍ଚାରଣ: Kāṭhī काठी
ଦେ. ବି. (ସଂ. କାଷ୍ଠ; ଏହାର ତଳ ପାଖରେ କାଠ ଥିବାରୁ) —
ଓଟ ପିଠିରେ କସା ହେବା ଜିନ୍ — A saddle for the camel.