ଶବ୍ଦାର୍ଥ:
କାଠନେକାର୍ — ଉଚ୍ଚାରଣ: Kāṭhanekār
ପ୍ରା. ଦେ. (ମେଦିନୀପୁର) ବି. (ସଂ. କାଷ୍ଠ+ନାକ୍କାର) —
ଶୁଷ୍କ ବମନ; ଶୁଖିଲା ଅଇ; ଯେଉଁ ଅଇରେ ବାନ୍ତି ଆଦି ବାହାରେ ନାହିଁ —Dry retching without actual vomiting.