ଶବ୍ଦାର୍ଥ:
କାଜୁ — ଉଚ୍ଚାରଣ: Kāju হিজলিবাদাম্ काजु; कालु
ବୈଦେ. (ପର୍ତ୍ତୁଗୀଜ—Caju) ବି. —
ଲଙ୍କା ଆମ୍ବ; ବଜାଆମ୍ବ (ଦେଖ) Cashewnuts. Anacirdum occidentale.