ଶବ୍ଦାର୍ଥ:

କାଜ
ଉଚ୍ଚାରଣ: Kāja
কাজ काज

ବୈଦେ. ବି. (ଇଂ. କଜ୍ବେ) —

୧: ବର୍ଷାଜଳ ଉପର ଦେଇ ବହି ଯିବା ନିମନ୍ତେ ସଡ଼କ ବା ରାଜଦାଣ୍ଡରେ ପଥର ବାଡ଼ିଆ ହୋଇ ନୀଚ ପତ୍ତନ କରାଯାଇଥିବା ଅଂଶ — ୧. Causeway made on a road for passage of rain-water.

୨: (ଫା. କାଜ୍)—ବୋତାମର ଛିଦ୍ର —୨. Button hole.

ପ୍ରାଦେ. (ଆଳି) ବି —

ଏକପ୍ରକାର ଚଢେଇ — A kind of aquatic bird.

[ଦ୍ର—ଏମାନେ ପାଣିରେ ଥିବା ଧାନ ଗଛର ପାଚିଲା କେଣ୍ଡାକୁ ଉଞ୍ଛି କରି ଖାଇ ୟାଆନ୍ତି ଏମାନଙ୍କ ଗୋଡ଼ ଲମ୍ବା ଓ ଥଣ୍ଟ ହଂସ ଥଣ୍ଟ ପରି ଏମାନେ ଲିପ୍ତପାଦ]