ଶବ୍ଦାର୍ଥ:
କାଛୁକୁଣ୍ଡିଆ — ଉଚ୍ଚାରଣ: Kāchhu kuṇḍiā খজুলিঢুজলি खुजली कलकल
ଦେ. ବି. (ସହଚର ଶଦ୍ଦ) —
କଣ୍ଡୁରୋଗ —Itches; painful eruptions on the body.
[ଦ୍ର—କାଛୁରେ ପୂଜ ଓ ଘା ହୁଏ, ମାତ୍ର କୁଣ୍ଡିଆ ଶୁଖିଲା ବ୍ରଣ]