ଶବ୍ଦାର୍ଥ:

କାଙ୍କଡ଼
ଉଚ୍ଚାରଣ: Kāṅkaṟḍ̠a
কাঁ করোল, কাঁকড় खठेईल; कँकरोल ତେ. ଆଗାକରକାୟା

ଦେ. ବି. (ସଂ. କର୍କୋଟକୀ) —

ଏକପ୍ରକାର ବର୍ଷଜୀବୀ ବନ୍ୟ ଲତା ଓ ତହିଁର ଖାଦ୍ୟ ଫଳବିଶେଷ —A wild creeper and its cucurbitaceous fruit; Memordica Cochin Chinensis.

କାଙ୍କଡ଼ ଧଇଲା କଶି, ମାଙ୍କଡ଼ ୟାଉଛି ୟାତରା ଦେଖି ରଙ୍ଗ ପାଲିଙ୍କିରେ ବସି ଶିଶୁଗୀତ

[ଦ୍ର—ଏ ଲତା ଅଣ୍ଡ଼ିରା ଓ ମାଇ ଦୁଇ ପ୍ରକାର ଦୁଇ ଜାତିର ଲତା ଏକ ଜାଗାରେ ନ ରହିଲେ ମାଈ ଲତା ଫଳବତୀ ହୁଏ ନାହିଁ ଫଳର ଦେହୟାକ ସରୁଆ ଓ ନରମା ମୁନିଆଁ କଣ୍ଟା ଥାଏ ବର୍ଷାଦିନେ ଏ ଲତା ଫଳ ଧରେ ଶୀତ ଋତୁରେ ଏ ଲତା ମରି— ଯାଏ; କିନ୍ତୁ ବର୍ଷା ଋତୁରେ ସେହି ମୂଳକୁ ପୁଣି ଲତା କଅଁଳେ କାଙ୍କଡ଼ ଲତାର ମୂଳ ବଲ୍ ବା ମନୁଷ୍ୟ ମୁଣ୍ଡ ଆକୃତିବିଶିଷ୍ଟ]