ଶବ୍ଦାର୍ଥ:
କାଗଜଚକତି — ଉଚ୍ଚାରଣ: Kāgajachakati কাগজের চাকতি कागजकि चकति
ଦେ. ବି. (ଆ. କାଗଜ+ସଂ. ଚକ୍ର) —
ଗୋଲାକାର ଆକୃତିରେ କଟା ହୋଇଥିବା କ୍ଷୁଦ୍ର କାଗଜ ଖଣ୍ଡ —Circular bits of paper.