କାକା
କାକା —
ଉଚ୍ଚାରଣ: Kākā
(କାକୀ—ସ୍ତ୍ରୀ)
ସଂ. ବି.
୧: (ଧ୍ଵନ୍ୟର୍ଥକ)— କାକର ରାବ; କାଆ କାଆ ଶବ୍ଦ — The cawing note of a crow.
୨: କାକଜଘାଂ (ଦେଖ) — ୨. Kākajaṅghā (See)
ପ୍ରାଦେ. (ମେଦିନୀପୁର, ସମ୍ବଲପୁର, ସିଂହଭୂମ; ବି. ତୁଳ. ବଂ. କାକା; ସଂ. କର୍କ) ବି. ପୁଂ. —
କନିଷ୍ଠ ପିତୃବ୍ୟ; କକେଇ; ଖୁଡ଼ୁତା — Father's younger brother; paternal uncle.
[ଦ୍ର—ହିନ୍ଦିରେ କନିଷ୍ଠ ଓ ଜ୍ଯେଷ୍ଠ ପିତୃବ୍ୟ ଉଭୟଙ୍କୁ କାକା କହନ୍ତି, ବଙ୍ଗଳାରେ କେବଳ କନିଷ୍ଠ ପିତୃବ୍ୟକୁ କାକା କହନ୍ତି]