ଶବ୍ଦାର୍ଥ:
କାଉକଣ୍ଠି — ଉଚ୍ଚାରଣ: Kāukaṇṭhi काँचकाजाना
ପ୍ରାଦେ. (ଗଞ୍ଜାମ) ବି (ସଂ. କାଚ+କଣ୍ଠ) —
ରଙ୍ଗତା କଣ୍ଠି; ନାନାରଙ୍ଗର କାଚର ଦାନାଦାର କଣ୍ଠି — Coloured glass beads.