ଶବ୍ଦାର୍ଥ:

କାଁଧା
ଉଚ୍ଚାରଣ: Kāñdhā

ପ୍ରାଦେ. (ବସ୍ତର) ବି. (ତୁଳ; ହି. କାଁଧା) —

କାନ୍ଧ —Shoulder.