କା
କା —
ଦେ. ସର୍ବନାମ (ସଂ. କିମ୍) —
କାହାର —Whose.
ବୋଲିଛନ୍ତି ଯାହା ତା ସହିବ କା କାୟେ କୃଷ୍ଣସିଂହ ମହାଭାରତ. ବନ
[ ଦ୍ର—କିମ୍ ଶବ୍ଦରୁ ଓଡ଼ିଆ ଷଷ୍ଠୀ ବିଭକ୍ତି ଏକବଚନରେ 'କାଳ' ଓ 'କାହାର' ହୁଏ, କଥାବାର୍ତ୍ତାରେ ଲେଖାରେ ବେଳେବେଳେ 'କାର' ଶବ୍ଦରୁ 'ର' ଲୋପ କରି 'କା' ରହେ]
ଦେ. ଅ. ବି. (ଧ୍ଵନ୍ୟନୁକରଣ) —
କାଆ (ଦେଖ) Kāā (See)
ଦେ. ଅବ୍ୟୟ —
ଅସମାପିକା କ୍ରିୟାର ଦୁଇ ଥର ପ୍ରୟୋଗ ପରେ ପ୍ରଯୁକ୍ତ ଅବ୍ୟୟ —A particle used after a double use of the present participle to denote long continuance of an act.
ବୋହି ବୋହିକା ଯିବ ଶିରେ ପାତକଓଳିଆ ଭିକାରୀଚରଣ. ଗୀତଲହରୀ
[ ଦ୍ର—ଦୁଇ ଥର ବ୍ୟବହାର କରାଯିବା କ୍ରିୟା ବହୁକାଳ ପର୍ଯ୍ୟନ୍ତ କରାଯିବାର ଭାବ ଉପରେ ଜୋର ଦେବା ପାଇଁ ଏହି 'କା' ଯୋଗ କରାଯାଏ]