କହୁଣି
କହୁଣି —
ଉଚ୍ଚାରଣ: Kahuṇi
কহুই
कहुनि, कोहनी
ଦେ. ବି. (ସଂ. କଫୋଣି) —
୧: ବାହୁ ଏବଂ ହାତର ମିଳନସ୍ଥାନ ଗଣ୍ଠି —Elbow.
ସେ ସକାଶୁଁ ଅର୍ଜୁନ କହୁଣିର ହାଡ଼ ଫୁଟିଯାଇ ଶବଦ କଲା ମଡ଼ ମଡ଼—କୃଷ୍ଣସିଂହ ମହାଭାରତ. ବିରାଟ
୨: କହୁଣୀଦ୍ବାରା ପ୍ରହାର ବା ଆଘାତ — ୨. A blow by the elbow.
ଚରଣ. ଟେକି ନାଚୁଥାଉ. ଯେଣୁଟି କହୁଣି ନ ପାଉ—ରାମଦାସ. ତାର୍ତ୍ୟତାଭକ୍ତି