ଶବ୍ଦାର୍ଥ:
କହଳିବା — ଉଚ୍ଚାରଣ: Kahaḻibā
ପ୍ରାଦେ. (ସମ୍ବଲପୁର) କ୍ରି. (ସଂ.କଳ) (ମଯୁର) —
ଧ୍ଵନି ବା ରାବ କରିବା — To crow (said of a peacock).