ଶବ୍ଦାର୍ଥ:
କଷ କରିବା — ଉଚ୍ଚାରଣ: Kasha karibā
ପ୍ରାଦେ (ସମ୍ବଲପୁର) କ୍ରି. (ସଂ. କଷାୟ) —
ବସ୍ତ୍ରାଦିକୁ ରଙ୍ଗାଇବା; ରଙ୍ଗମଡ଼ାଇବା; କଷାଇବା — To die (cloth etc).