ଶବ୍ଦାର୍ଥ:
କଳାଲୁଣ — ଉଚ୍ଚାରଣ: Kaḻāluṇa কাললুন कालानमक ସଂ. ପର୍ୟ୍ୟାୟ:—ନୀଳ; କା଼ଚୋତଭବ; କାଚସୌବଳ; କୃଷ୍ଣଲବଣ
ଦେ. ବି. (ସଂ. କାଳ+ଲବଣ) —
ଏକ ପ୍ରକାର କୃଷ୍ଣବର୍ଣ୍ଣ ଖନିଜ ଲବଣ —Black salt.
[ଦ୍ର—ଏହା ପଞ୍ଚଲବଣ ମଧ୍ୟରୁ ଏକତମ]