ଶବ୍ଦାର୍ଥ:
କଳାବୁକୁ — ଉଚ୍ଚାରଣ: Kaḻābuku
ଦେ. ବି. (ସଂ. କାଳେୟକ) —
୧: କଲିଜା (ଦେଖ) ୧. Kalijā (See)
୨: (ଲକ୍ଷଣାର୍ଥ) ଅତି ପ୍ରିୟ ବ୍ୟକ୍ତି — ୨. A beloved person.
ହାତେ ଲଗାଇ ବୋଇଲେ ତୁ ମୋ କଳାବୁକୁ ସାରଳା. ମହାଭାରତ