ଶବ୍ଦାର୍ଥ:
କଳାକେଚେଣ୍ତି — ଉଚ୍ଚାରଣ: Kaḻākecheṇḍi
ପ୍ରାଦେ. (ବାଲେଶ୍ବର) ବି —
(ଏହାର ବର୍ଣ୍ଣ କଳା ଥିବାରୁ; ସଂ. କାଳ+କିଞ୍ଚୂଳକ) ଗଉଡ଼ୁଣୀ ପୋକ —A milliped (black crawling insect).