ଶବ୍ଦାର୍ଥ:

କଳାକେଚେଣ୍ତି
ଉଚ୍ଚାରଣ: Kaḻākecheṇḍi

ପ୍ରାଦେ. (ବାଲେଶ୍ବର) ବି —

(ଏହାର ବର୍ଣ୍ଣ କଳା ଥିବାରୁ; ସଂ. କାଳ+କିଞ୍ଚୂଳକ) ଗଉଡ଼ୁଣୀ ପୋକ —A milliped (black crawling insect).