ଶବ୍ଦାର୍ଥ:
କଳହକାରୀ — ଉଚ୍ଚାରଣ: Kaḻahakārī (କଳହପ୍ରିୟା—ସ୍ତ୍ରୀ)
ସଂ. ବିଣ. ପୁଂ (କଳହ+କୃ ଧାତୁ+କର୍ତ୍ତୃ. ଇନ୍; ୧: ମା. ୧: ବ.) —
କଳିହୁଡ଼ା; କଳିହା; ଯେ କଳି କରେ — Quarrelsome; querulous; fractious.