ଶବ୍ଦାର୍ଥ:
କଳଚି — ଉଚ୍ଚାରଣ: Kaḻachi
ପ୍ରାଦେ. (ଗଡ଼ଜାତ) ବି —
୧: ଧାନକୁଟା ହେଲାବେଳେ ଗୋଟାଚାଉଳ ନ ବାହାରି ଗୁଣ୍ଡ ହୋଇଯିବା ଅବସ୍ଥା — ୧. The state of rice becoming powdered instead of coming out whole after husking.
୨: କୁଳୁଚି (ଦେଖ) —୨. Kuḻuchi (See)