ଶବ୍ଦାର୍ଥ:
କଳଙ୍କୁଣୀ — ଉଚ୍ଚାରଣ: Kaḻaṅkuṇī
ଗ୍ରା. ବିଣ. ସ୍ତ୍ରୀ. (ସଂ. କଳଙ୍କିନୀ) —
୧: କଳଙ୍କଯୁକ୍ତା (ସ୍ତ୍ରୀ) — ୧. Disrepputable; (women) of ill repute.
ଏଡ଼େ ରାଜକୁଳେ ଜନ୍ମ ଲଭି ତୁହି ହେଲୁ ପୁଣି କଳଙ୍କୁଣୀ— ରାଧାନାଥ. ପାର୍ବତୀ