ଶବ୍ଦାର୍ଥ:

କଳଙ୍କ
ଉଚ୍ଚାରଣ: Kaḻaṅka

ସଂ. ବି. (କ=ବ୍ରହ୍ମା; ସୁଖ+ଲଙ୍କ ଧାତୁ=ମିଳନ କରିବା କର୍ତ୍ତୃ. ଅ; କିମ୍ବା କଳ ଧାତୁ=କଳନା କରିବା +କର୍ମ. ଅଙ୍କ) —

୧: ଚିହ୍ନ; ଦାଗ — ୧. A spot or mark.

୨: ଦୁର୍ଗୁଣ; ଦୋଷ —୨. Blemish; defect.

୩: ଧାତୁପାତ୍ରାଦିର କାଳକ୍ରମଜନିତ ମଳିନତା — ୩. A stain on metal.

୪: ଦୁର୍ନାମ; ଅଖ୍ୟାତି; ଅପୟଶ — ୪. Scandal; stigma.

୫: ବାୟୁର ରାସାୟନିକ ପ୍ରକ୍ରିୟାଦ୍ବାରା ଧାତୁ ଉପରେ ଜନ୍ମିବା ମଳ; କଳଙ୍କି — ୫. Rust on metals due to chemical action of the air.